Month: April 2025

ରାଜ୍ୟ

ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ ପୁରସ୍କାର ଗ୍ରହଣ କଲେ କୋରାପୁଟ ଜିଲ୍ଲାପାଳ

କୋରାପୁଟ: କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ୧୧ଟି ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ କୋରାପୁଟ ଜିଲ୍ଲାକୁ ଆଜି ମିଳିଛି ପ୍ରଧାନମନ୍ତ୍ରୀ

Read More
ରାଜ୍ୟ

ଯୋଗୀ ଆଦିତ୍ୟନାଥ ବସିଥିବା ହେଲିକପ୍ଟରର ଜରୁରୀ ଅବତରଣ

କାନପୁର : ଉତ୍ତର ପ୍ରଦେଶର କାନପୁରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଛି। ହେଲିକପ୍ଟରଟି ଉଡ଼ାଣ ଭରିବା ମାତ୍ରେ, ପ୍ରବଳ ପବନ ଯୋଗୁଁ ଏହାର

Read More
ରାଜ୍ୟ

ରାମବନରେ ସହଜ ହେଉନି ଉଦ୍ଧାରକାର୍ଯ୍ୟ: ମାଡ଼ିଆସିଲାଣି ଘନ ଅନ୍ଧାର, ଜାରି ରହିଛି ବର୍ଷା…

ଶ୍ରୀନଗର: ପ୍ରକୃତିର ତାଣ୍ଡବଲୀଳା ପରେ ଛାରଖାର ହୋଇଛି ଜମ୍ମୁ-କାଶ୍ମୀର । ସବୁଠି ହାହାକାର, ସବୁଠି ଚିତ୍କାର । କାହାର ଘର ଭୁଶୁଡି ପଡିଛି ତ କାହାର ଗୋରୁ

Read More
ରାଜ୍ୟ

ଏପ୍ରିଲ ୨୧ରେ ମହାପ୍ରଭୁଙ୍କ ପଇତାଲାଗି ନୀତି: ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ଶ୍ରୀମନ୍ଦିରରେ ଆସନ୍ତାକାଲି ଅର୍ଥାତ ସୋମବାର ଦିନ ମହାପ୍ରଭୁଙ୍କର ପଇତାଲାଗି ନୀତି ଅନୁଷ୍ଠିତ। ଏହି ନୀତି ଅପରାହ୍‌ଣରେ ହେବ ‌ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

Read More
ରାଜ୍ୟ

ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ପାଇଁ ଆଉ ଏକ ବାଟାଲିଅନ ଗଠନକୁ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟରେ ‘ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ’ର ଆଉ ଏକ ବାଟାଲିଅନ ଗଠନ କରାଯିବ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଞ୍ଜୁର କରିଛନ୍ତି।

Read More
ରାଜ୍ୟ

ଆଦିବାସୀ ପରିବାରକୁ ବିନା ଥଇଥାନରେ ଉଚ୍ଛେଦ କରାଯାଇଛି: କଂଗ୍ରେସ

ରାଇରଙ୍ଗପୁର: କଂଗ୍ରେସ ପିସିସି ସଭାପତି ଶନିବାର ରାଇରଙ୍ଗପୁର ଗସ୍ତ କରିଛନ୍ତି। ସ୍ଥାନୀୟ ଦାଣ୍ଡବୋଷ ବିମାନବନ୍ଦର ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ୪୩ଟି ଆଦିବାସୀ ପରିବାରକୁ ବିନା ଥଇଥାନରେ

Read More
ରାଜ୍ୟ

‘୫ ବର୍ଷରେ ରାଜ୍ୟର ୧୫ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ‘

ଭୁବନେଶ୍ୱର: ରାଜ୍ୟ ସରକାର ଚାଷୀମାନଙ୍କର ଆୟକୁ ଦୁଇଗୁଣ କରିବା ଲକ୍ଷ୍ୟରେ କାମ କରୁଛନ୍ତି। ଏଥି ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ରାଜ୍ୟର ଚାଷୀମାନଙ୍କୁ ଧାନ କୁଇଣ୍ଟାଲ ପିଛା

Read More
ରାଜ୍ୟ

ଖଣିଜ ଲୁଟ୍‌ରେ ସମ୍ପୃକ୍ତ ମାଫିଆଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବ: ମନ୍ତ୍ରୀ

ସୁନ୍ଦରଗଡ଼: ରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ, ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା ଶୁକ୍ରବାର ସୁନ୍ଦରଗଡ଼ ଖଣିଜ ଲୁଟ୍‌ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଘଟଣାସ୍ଥଳ ପରିଦର୍ଶନ କଲା

Read More
ରାଜ୍ୟ

ନକ୍ସଲଙ୍କ ଯୋଜନା ବିଫଳ: ଶିବିର ପାଖରେ ବିସ୍ଫୋରଣ, ବର୍ତ୍ତିଲେ ଯବାନ

ରାଉରକେଲା: ନକ୍ସଲଙ୍କ ଦ୍ବାରା କରାଯାଇଥିବା ବିସ୍ଫୋରଣ ଯୋଜନା ବିଫଳ ହୋଇଛି। ନକ୍ସଲଙ୍କ ଆଇଇଡି ବିସ୍ଫୋରଣ ହୋଇଛି। କିନ୍ତୁ ଖୁସିର କଥା ଯେ, ଏହା ସୁରକ୍ଷା ବାହିନୀର ଯବାନଙ୍କ

Read More
ରାଜ୍ୟ

ଜୀବନ ନେଇଗଲା ଜିକ୍ରା: ଦିଲ୍ଲୀ ସିଲମପୁର ନାବାଳକ ହତ୍ୟାକାଣ୍ଡରେ ଧରାପଡ଼ିଲା ଲେଡି ଡନ୍

ନୂଆଦିଲ୍ଲୀ: ସିଲମପୁରରେ ନାବାଳକ ହତ୍ୟାକାଣ୍ଡ ଘଟଣା ନେଇ ଉଠୁଛି ପଡୁଛି ରାଜଧାନୀ ଦିଲ୍ଲୀ । ୧୭ ବର୍ଷିୟ ନାବାଳକ କୁନାଲ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

Read More