ବେଙ୍ଗାଲୁରୁ ଦଳାଚକଟା : ତଦନ୍ତ କମିଟି ଗଠନ କଲେ କର୍ଣ୍ଣାଟକ ସରକାର, ପୁଲିସ କମିସନର, ଡିସିବି ନିଲମ୍ବିତ
ନୂଆଦିଲ୍ଲୀ: ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଦଳାଚକଟା ଘଟଣା କର୍ଣ୍ଣାଟକ ସରକାରଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ସାମ୍ବାଦିକ ସମ୍ମିଳନୀରେ
Read More