Uncategorized

ନୀଳାଦ୍ରିବିଜେ: ପ୍ରଭୁ ସୁଦର୍ଶନଙ୍କ ‌ପରେ ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ଆଜି ନୀଳାଦ୍ରିବିଜେ। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରିବେ। ରଥଯାତ୍ରା, ସୁନାବେଶ ଓ ଅଧରପଣା ସାରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରିବେ। ଚତୁର୍ଦ୍ଦାମୂର୍ତ୍ତି ରତ୍ନବେଦିରେ ପୁଣି ବିରାଜମାନ କରିବେ। ଆସନ୍ତାକାଲି ଠାରୁ ରତ୍ନସିଂହାସନରୁ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ।

ନୀଳାଦ୍ରିବିଜେ ଜାରି ରହିଛି ପ୍ରଥମେ ମଦନମୋହନ ଓ ପରେ ରାମକୃଷ୍ଣଙ୍କୁ ରତ୍ନସିଂହାସନରେ ବିରାଜମାନ କରାଯାଇଛି। ତା’ପରେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଗୋଟି ପହଣ୍ଡିରେ ରତ୍ନବେଦୀକୁ ଫେରିବେ। ଶେଷରେ କାଳିଆ ସାଆନ୍ତ ରତ୍ନ ସିଂହାସନରେ ବିରାଜମାନ କରିବେ।

Leave a Reply

Your email address will not be published. Required fields are marked *